Checked elsewhere / Vishvas News

“ଭାଟିକାନ୍ ଗସ୍ତରେ ପିଏମ ମୋଦୀଙ୍କ ଏହି ଚିତ୍ର”
Social media posts Claim dated 8 Nov 2021.
Vishvas News rated thisFALSE

What Vishvas News found

ନିଷ୍କର୍ଷ: ଭାଟିକାନ୍ ସିଟି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସରକାରୀ କନଭୟରେ ଟ୍ୟାକ୍ସି ବ୍ୟବହାର କରୁଥିବା ଦାବି ମିଥ୍ୟା ଏବଂ ଦୁଷ୍ପ୍ରଚାର ଅଟେ। ପୋପ୍ ଫ୍ରାନ୍‌ସିସ୍‌ଙ୍କୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଟିକାନ୍ ସିଟି ଗସ୍ତର ଏକ ଫଟୋ ଏଡିଟ୍ କରାଯାଇ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏକ ମିଥ୍ୟା ଦାବି ସହିତ ଭାଇରାଲ୍ ହେଉଛି।

Their words, from the summary they publish with the rating.

In short

This claim spread on social media around 8 November 2021. Vishvas News (India) looked into it and published its finding on 8 November 2021. Its rating was “FALSE”.

This check was done by Vishvas News, not by DoesItStand. We list it so you can find it. Their full evidence and reasoning are in their article.