Checked elsewhere / Vishvas News

“ଭାରତ ଶବ୍ଦଟି ସିନ୍ଦୂର ନଦୀରୁ ଉତ୍ପନ୍ନ |”
Social media posts Claim dated 9 Jul 2021.
Vishvas News rated thisFALSE

What Vishvas News found

ନିଷ୍କର୍ଷ: ବିଶ୍ୱାସ ନ୍ୟୁଜ୍ର ଅନୁସନ୍ଧାନରେ ଇଣ୍ଡିଆ ଶବ୍ଦକୁ ନେଇ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି। ଇଣ୍ଡିଆ ଏକ ସଂକ୍ଷିପ୍ତ ଶବ୍ଦ ନୁହେଁ ବରଂ ଏକ ନାମ। ଭାଇରାଲ ହେଉଥିବା ଫୁଲ୍ ଫର୍ମ ମନଗଢ଼ା ଏବଂ ଏହାର ବାସ୍ତବତା ସହିତ କୌଣସି ସମ୍ପର୍କ ନାହିଁ। ଇଣ୍ଡିଆ ଶବ୍ଦର ଉତ୍ପତ୍ତି ଇଣ୍ଡସ୍ (ସିନ୍ଧୁ) ନଦୀରୁ ଉତ୍ପନ୍ନ ହୋଇଛି ଏବଂ ଏହି ଶବ୍ଦ 15 ଅଗଷ୍ଟ 1947 ରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ମଧ୍ୟ ପ୍ରଚଳିତ ଥିଲା।

Their words, from the summary they publish with the rating.

In short

This claim spread on social media around 9 July 2021. Vishvas News (India) looked into it and published its finding on 9 July 2021. Its rating was “FALSE”.

This check was done by Vishvas News, not by DoesItStand. We list it so you can find it. Their full evidence and reasoning are in their article.