“ସୀମିତ ସ୍ତରରେ ପ୍ରତିବନ୍ଧ ଲଗାଯିବାର ଖବର ମଧ୍ୟରେ ସୋସିଆଲ୍ ମିଡିଆରେ ଏବିପି ନ୍ୟୁଜ୍ ଚ୍ୟାନେଲ୍ର ଏକ ଟ୍ୱିଟ୍ ଭାଇରାଲ୍ ହେଉଛି, ଯେଉଁଥିରେ ଦେଶରେ ପୁଣି ଥରେ ଲକ୍ଡାଉନ୍ ଲାଗୁ କରିବାର ଦାବି କରାଯାଇଛି।”
Social media posts
Claim dated 12 Jan 2020.
Vishvas News rated thisFALSE
What Vishvas News found
ବିଶ୍ୱାସ ନ୍ୟୁଜ୍ର ଅନୁସନ୍ଧାନରେ ଏହି ଦାବି ମିଥ୍ୟା ବୋଲି ଜଣାପଡିଛି। ଦେଶରେ ପୁଣି ଥରେ ଲକ୍ଡାଉନ୍ ହେବାର ଖବର ସହ ନ୍ୟୁଜ୍ ଚ୍ୟାନେଲ୍ ଏବିପି ଏହି ଟ୍ୱିଟ୍ କରିଛି ବୋଲି ଯେଉଁ ଦାବି ହେଉଛି ତାହା ଭୁଲ୍। ନ୍ୟୁଜ୍ ଚ୍ୟାନେଲ ଦ୍ୱାରା ସେପରି କୌଣସି ଟ୍ୱିଟ୍ କରାଯାଇ ନାହିଁ କିମ୍ବା ଦେଶରେ ପୁଣିଥରେ ଲକ୍ଡାଉନ୍ ହେବାର କୌଣସି ଘୋଷଣା କରାଯାଇ ନାହିଁ।
Their words, from the summary they publish with the rating.
In short
This claim spread on social media around 12 January 2020. Vishvas News (India) looked into it and published its finding on 12 January 2020. Its rating was “FALSE”.
This check was done by Vishvas News, not by DoesItStand. We list it so you can find it. Their full evidence and reasoning are in their article.